ଗୁହାଳରେ ଚାଲିଗଲା ୨ଶିଶୁଙ୍କ ଜୀବନ
ଓଡ଼ିଶାଲାଇଭ ବ୍ୟୁରୋ
ବାପା ମା’ ଘରେ ନଥିବା ବେଳେ ଚାଲିଗଲା ୨ଶିଶୁଙ୍କ ଜୀବନ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକଟ ଥାନା ଅନ୍ତର୍ଗତ ମୁଣ୍ଡା ସାହିରେ। ବାପା ମା ଜମିକୁ କାମ କରିବାକୁ ଯାଇଥିବା...
ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ – ଜାଣନ୍ତୁ, କିଛି ଅଜଣା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଦୁନିଆରେ ସମସ୍ତ ଜାଣିଥିବେ। ମିସାଇଲ୍ ଟେଷ୍ଟ ହେଉ ଅବା ଆମେରିକାକୁ ଧମକ ଦେବା ଆଦି ଘଟଣା ତାଙ୍କୁ ସମସ୍ତଙ୍କ ଆଗରେ...
ସୋର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଶିଆଳର ଆକ୍ରମଣ, ୧୦ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ସୋରରେ ଶିଆଳ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଦିନ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ଶିଆଳ ପଶି ୪ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଆକ୍ରମଣ...
୨୫ ମିନିଟରେ ୧୫୦ କିଲୋମିଟର : ଆସୁଛି ଦେଶର ପ୍ରଥମ ହାଇପରଲୁପ୍ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ଓ ଜାପାନକୁ ପଛରେ ପକାଇ ଭାରତରେ ଦୌଡ଼ିବ ପ୍ରଥମ ହାଇପରଲୁପ୍ ଟ୍ରେନ୍। ବୁଲେଟ୍ ଟ୍ରେନ୍ଠାରୁ ବି ଅଧିକ ବେଗରେ ଚାଲିବ ଏହି ଟ୍ରେନ୍।
ଭାରତରେ ପୁନେ ଏବଂ ମୁମ୍ବାଇ ମଧ୍ୟରେ ଏକ...
କୋରାପୁଟ କୋଟପାଡ଼ରୁ ଚାରି କୁଖ୍ୟାତ ଡକାୟତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ଆଜି ଚାରି ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସଡିପିଓ ହରେକୃଷ୍ଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ଗତ ସପ୍ଟେମ୍ବର...
କାହିଁକି ହଠାତ୍ ବଢ଼ିଯାଏ ହୃଦସ୍ପନ୍ଦନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=gH_EI4y8USs
ବେଳେବେଳେ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଏ ଏବଂ ହଠାତ୍ କମିଯାଇଥାଏ। ଏହାକୁ 'ହାର୍ଟ ଆରଥମିଆ' ବୋଲି କୁହାଯାଏ। ହାର୍ଟ ଆରଥମିଆ ଜୀବନ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ ହାର୍ଟ...
ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍କୁ ନେଇ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏନେଇ ବର୍ଷାଙ୍କ ଓକିଲ...
ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍ର ସୂତ୍ର – ଅମୀୟ ସାମନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UdPfYdDq6Ts]
ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...
ପୁରୀ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦ୍ଘାଟନ...
୨୦୧୯ ନିର୍ବାଚନ ମୁଁ କଂଗ୍ରେସରୁ ଲଢ଼ିବି-ନବଦାସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାୟକ ନବ ଦାସ କଂଗ୍ରେସ ଛାଡିବା ପ୍ରସଙ୍ଗ। ଏ ନେଇ ଆଜି ନବ ଦାସ ମୁହଁ ଖୋଲିଛନ୍ତି। ସେ ଯେଉଁଦଳ ଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର ମଧ୍ୟ...


















