ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ଓ ସୁରକ୍ଷା ପାଇଁ ଭାରତ ସରକାର ଆଣ୍ଡ୍ରଏଡ୍ /ଆଇଓଏସ୍ ଫୋନ୍ରେ ବ୍ୟବହୃତ ୪୧ଟି ଚୀନ ଆପ୍କୁ ବିପଦଜନକ ଘୋଷଣା କରିଛନ୍ତି। ଏହି ଆପ୍ ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଛି।
୪୧ଟି ଆପ୍କୁ ଚୀନ ଡେଭଲପରସ ବିକଶିତ କରିଛନ୍ତି। ଏଥିରେ ଥିବା ଲିଙ୍କ୍ଗୁଡ଼ିକ ସ୍ପାଏୱାରେ ଏବଂ ମାଲସିୟସ ୱାରେ ବୋଲି ଜାଣିବାକୁ ମିଳିଛି। ବିଶେଷ କରି ସରକାରୀ ଚାକିରିଆ, ବ୍ୟବସାୟୀ ଓ ପେଶାଦାର ଏଭଳି ଆପ୍ ବ୍ୟବହାର କରୁଥିଲେ ତୁରନ୍ତ ଅନଇନଷ୍ଟାଲ କରିଦିଅନ୍ତୁ। ଏହି ଆପ୍ ଦ୍ୱାରା ଆପଣଙ୍କ ତଥ୍ୟ ଚୋରି କରାଯାଉଥିବା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ। କିଛି ଦିନ ପୂର୍ବରୁ ଭାରତୀୟ ସେନା ପକ୍ଷରୁ ଦେଶର ହ୍ୱାଟ୍ସଆପ ବ୍ୟବହାରକାରୀଙ୍କୁ ସାବଧାନ କରାଯାଇଥିଲା
ଏବେ ୪୧ଟି ଚୀନ୍ ଆପକୁ ବିପଦଜନକ ତାଲିକାଭୁକ୍ତ କରାଯାଇଛି । ଏହି ଆପଗୁଡ଼ିକ୍ ହେଲା
- ୧- ୱେବୋ
- ୨- ୱିଚାଟ
- ୩- ସେୟାରଇଟ୍
- ୪- ୟୁସି ନ୍ୟୁଜ୍
- ୫- ୟୁସି ବ୍ରାଉଜର
- ୬- ବିଉଟି ପ୍ଲସ୍
- ୭- ନ୍ୟୁଜ୍ଡ଼ଗ୍
- ୮- ଭିଭା ଭିଡ଼ିଓ
- ୯- ପାରାଲେଲ ସ୍ପେସ୍
- ୧୦- ଆପସ୍ ବ୍ରାଉଜର
- ୧୧- ପର୍ଫେକ୍ଟ କର୍ପ
- ୧୨- ଭାଇରସ୍ କ୍ଲିନର
- ୧୩- ସିଏମ୍ ବ୍ରାଉଜର
- ୧୪- ଏମ୍ଆଇ କମ୍ୟୁନିଟି
- ୧୫- ଡିୟୁ ରେକର୍ଡର
- ୧୬- ଭଲ୍ଟ ହାଇଡ଼
- ୧୭- ୟୁକ୍ୟାମ ମେକ୍ଅପ୍
- ୧୮- ଏମ୍ଆଇ ଷ୍ଟୋର
- ୧୯- କ୍ୟାଚ୍ କ୍ଲିଅର ଡିୟୁ ଅପସ୍ ଷ୍ଟୁଡ଼ିଓ
- ୨୦- ଡିୟୁ ବ୍ୟାଟ୍ରି ସେଭର
- ୨୧- ଡିୟୁ କ୍ଲିନର
- ୨୨- ଡିୟୁ ପ୍ରାଇଭେସି
- ୨୩- ୩୬୦ ସିକ୍ୟୁରିଟି
- ୨୪- ଡିୟୁ ବ୍ରାଉଜର
- ୨୫- କ୍ଲିନ୍ ମାଷ୍ଟର
- ୨୬- ବାଇଡୁ ଟ୍ରାନ୍ସଲେଟ
- ୨୭- ବାଇଡୁ ମ୍ୟାପ୍
- ୨୮- ୱାଣ୍ଡର କ୍ୟାମେରା
- ୨୯- ଇଏସ୍ ଫାଇଲ ଏକ୍ସପ୍ଲୋରର
- ୩୦- ଫଟୋ ୱାଣ୍ଡର
- ୩୧- କ୍ୟୁକ୍ୟୁ ଇଣ୍ଟରନ୍ୟାସନାଲ
- ୩୨- କ୍ୟୁକ୍ୟୁ ମ୍ୟୁଜିକ୍
- ୩୩- କ୍ୟୁକ୍ୟୁ ମେଲ
- ୩୪- କ୍ୟୁକ୍ୟୁ ପ୍ଲେୟାର
- ୩୫- କ୍ୟୁକ୍ୟୁ ନ୍ୟୁଜ୍ଫିଡ୍
- ୩୬- ୱିସିଂକ୍
- ୩୭- କ୍ୟୁକ୍ୟୁ ସିକ୍ୟୁରିଟି ସେଣ୍ଟର
- ୩୮- ସେଲଫି ସିଟି
- ୩୯- ମେଲ୍ ମାଷ୍ଟର
- ୪୦- ଏମ୍ଆଇ ଭିଡ଼ିଓ କଲ୍
- ୪୧- କ୍ୟୁକ୍ୟୁ ଲଞ୍ଚର
ଏହି ସବୁ ଆପ୍ ପ୍ରତି ସାବଧାନ ରହିବାକୁ ସତର୍କ କରାଯାଇଛି ।