ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ସର୍ବ ଭାରତୀୟ ଗ୍ରାମୀଣ ଡାକ ସେବକ କର୍ମଚାରୀ ସଂଘର ଡାକରାରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶତାଧିକ କର୍ମଚାରୀମାନେ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧର୍ମଘଟରେ ସାମିଲ ହୋଇଥିଲେ। ୧୬ ଦଫର ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ କର୍ମଚାରୀ।

ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟକରୁଥିବା ଗ୍ରାମୀଣ କର୍ମଚାରୀ ଏବଂ ଡାକ ବିଭାଗୀୟ କର୍ମଚାରୀମାନେ ଏହି ପ୍ରତୀକ ଧର୍ମଘଟରେ ସାମିଲ ହୋଇଥିଲେ।

Comment