ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ନୂଆ ସାହିରେ ଏହି ଅଘଟଣ ଘଟିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀପାବଳି ପାଇଁ ବାଣ ଭିଡ଼ୁଥିବା ବେଳେ ଅଗ୍ନିକାଣ୍ଡ ଘଟି ଏହି ବିସ୍ପୋରଣ ହୋଇଛି। ଏହି ବାଣ ବିସ୍ପୋରଣ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଗୁରୁତରମାନଙ୍କୁ ସ୍ଥାନୀୟ ଅଠାନ୍ତର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାର ନିୟୋଜିତ ହୋଇଛନ୍ତି।

Comment