ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ନଭେମ୍ବର ୧୩ ତାରିଖ ସକାଳ ୧୦ଟା ୩୦ରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଯଥା–

  • ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଅଧିବେଶନ
  • ବୟନ ଓ ପୋଷାକ ଶିଳ୍ପ ଉପରେ ଅଧିବେଶନ
  • ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ଉପରେ ଅଧିବେଶନ
  • ଏମ୍‌ଏସ୍‌ଏମ୍‌ଇ ପୁଞ୍ଜିନିବେଶ ଉପରେ ଅଧିବେଶନ
  • କେମିକାଲ୍‌ସ ଓ ପେଟ୍ରୋ କେମିକାଲ୍‌ସ ଉପରେ ଅଧିବେଶନ
  • ଟେକ୍‌ ଟକ୍‌
  • ଷ୍ଟାର୍ଟଅପ୍‌ ଟକ୍‌
  • ମହାକାଶ ଓ ପ୍ରତିରକ୍ଷା ମାନୁଫାକ୍ଚରିଂ ଉପରେ ଅଧିବେଶନ
  • କେମିକାଲ୍‌ସ ଓ ପେଟ୍ରୋକେମିକାଲ୍‌ସ ଉପରେ ଅଧିବେଶନ
  • କୃଷି ବ୍ୟବସାୟ ପୁଞ୍ଜିନିବେଶ
  • ଦକ୍ଷତା ବିକାଶ ଉପରେ ଅଧିବେଶନ
  • ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ

Comment