ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଖୁଟୁଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଅପରାହ୍ଣରେ ରାଉରକେଲାରୁ ପାଲଲହଡ଼ା ଯାଉଥିବା ଜଗଦମ୍ବା ଯାତ୍ରୀବାହୀ ବସ୍ ସହ ଏକ ଟ୍ରକ୍‌ ମୁହାଁମୁହିଁ ହୋଇଛିା

ଏହି ଦୁର୍ଘଟଣା ଫଳରେ ୧୫ ଜଣ ବ୍ୟକ୍ତି ଆହତ ହୋଇ ଥିବାବେଳ ୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment