ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ଵକପ୍‌ର ୧୯ତମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି। ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚର ପ୍ରଥମ ଗୋଲ ଦେଇଥିଲେ।

ପ୍ରଥମ ଗୋଲ ହିଁ ଖେଳାଳିଙ୍କ ମନୋବଳ ବଢ଼ାଇ ଦେଇଥିଲା। ଶେଷରେ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଆଗକୁ ମାଡ଼ି ଚାଲିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି। ଶେଷରେ ୫-୧ ଗୋଲରେ ବିଜୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା।

Comment