ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାବେଳେ ରାଜ୍ୟସରକାର IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।
ଆସନ୍ତୁ ଜାଣିବା କାହାକୁ କେଉଁଠିକୁ ବଦଳି କରାଯାଇଛି
ସୁନିଲ ରାୟ ହେଲେ ସ୍ପେଶାଲ DG ଗୁଇନ୍ଦାବିଭାଗ
ହିମାଂଶୁ ଲାଲ୍ ହେଲେ କୋରାପୁଟ DIG
ୟେତେନ୍ଦ୍ର କୋୟଲ ହେଲେ ବ୍ରହ୍ମପୁର ରେଂଜ IG
ଏସ.ସାଇନି ହେଲେ IG ବିଜୁ ପଟ୍ଟନାୟକ ଏକାଡେମୀ
ସାର୍ଥକ ଷଡଙ୍ଗୀ ହେଲେ ରାଉରକେଲା SP
ଉମାଶଙ୍କର ଦାଶ ହେଲେ ପୁରୀ SP
ସାରା ଶର୍ମାଙ୍କୁ ଗଜପତି SP ଦାୟିତ୍ୱ
ରାହୁଲ ପି.ଆର ହେଲେ କ୍ରାଇମବ୍ରାଞ୍ଚ SP
ଢେଙ୍କାନାଳ SP ଅନୁପମା ଜେମ୍ସ
ରାହୁଲ ଜୈନ ହେଲେ ଦେବଗଡ଼ SP
ଶର୍ଭଣା ବିବେକ ହେଲେ ରାୟଗଡ଼ା SP
କୁଶାଲକର ନୀତିନ୍ ଡୁଗଡୁ ହେଲେ ନବରଙ୍ଗପୁର SP
ଅମିତାଭ ଠାକୁର ହେଲେ IGP-SAP
ବିନୟାନନ୍ଦ ଝା ହେଲେ OHRC ନିର୍ଦ୍ଦେଶକ
ସିଦ୍ଧାର୍ଥ ମହାଡୁ ନରଭେଣ ହେଲେ ADGP-HRPC
ମହେନ୍ଦ୍ର ପ୍ରତାପ ହେଲେ ଜେଲ ବିଭାଗ ADG
ସଞ୍ଜୀବ ପଣ୍ଡା ହେଲେ ADG ଆଇନ ଶୃଙ୍ଖଳା
ବିବେକାନନ୍ଦ ଶର୍ମା ହେଲେ ଏଆଇଜି ପୋଲିସ ମୁଖ୍ୟାଳୟ
ପଦ୍ମିନୀ ସାହୁ ହେଲେ ଡିସିପି ହେଡକ୍ୱାର୍ଟର
ପ୍ରତ୍ୟୁଷ ଦିବାକର ହେଲେ ଗଭର୍ଣ୍ଣରଙ୍କ ADC
ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ ଦାୟିତ୍ୱ ଦିଆଯାଇଛି।


















