ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାଲେଣ୍ଟାଇନ୍ସ ଡେକୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ବି ସେଲିବ୍ରେଟ କରୁଛନ୍ତି। ଅନେକ ଏ ନେଇ କେତେ କଣ ପ୍ଲାନ ବି କରିଥାନ୍ତି।

ତେବେ ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଟ କରିବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି ବିରାଟ କୋହଲି। ନିଜର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିରାଟ ଏହି ଦିନକୁ ସେଲିବ୍ରେଟ କରିବା ସହ ସ୍ମରଣୀୟ କରିବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି।

ବିରାଟ କିଛି ସମୟ ପୂର୍ବରୁ ନିଜ ଟୁଇଟରରେ ଏକ ଫଟୋ ଶେୟାର କରଛନ୍ତି। ଯାହା ଫ୍ୟାନଙ୍କୁ ଅନେକ ପସନ୍ଦ ଆସୁଛି।

Comment