ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କାନ୍ସ ଫିଲ୍ମ ଫେଷ୍ଟିବାଲରେ ନିଜର ହଟକେ ଅଦାଏଁରେ ସଭିଁଙ୍କୁ ଦିୱାନା କରିଦେଇଛନ୍ତି ଦୀପିକା ପାଦୁକୋଣ। ଦୀପିକା ୭୨ତମ  କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦ୍ୱିତୀୟ ଥର ଲାଗି ଭାଗ ନେଇଛନ୍ତି।

ଦୀପିକା ଏହି ଫଙ୍କସନରେ ଗ୍ରୀନ କଲରର ଡିଜାଇନର ଡ୍ରେସନରେ ନଜର ଆସିଛନ୍ତି। ଏହି ଲୁକ୍ ରେ ଦୀପିକା ଯେତେବେଳେ ରେଡ୍ କାର୍ପେଟରେ ଚାଲିଥିଲେ ଯେମିତି ସମସ୍ତଙ୍କ ନଜର ତାଙ୍କରି ପାଖରେ ଅଟକି ଯାଇଥିଲା।

ଦୀପିକା ଗ୍ରୀନ କଲରର ଲଙ୍ଗ ଗାଉନ ସହ ହେୟାର ବେଣ୍ଡ ପିନ୍ଧିଥିଲେ। ଦୀପିକାଙ୍କ ଏହି ଲୁକ୍ ବିଶେଷ କରି ତାଙ୍କ ଫ୍ୟାନ୍ ମାନଙ୍କୁ ପସନ୍ଦ ଆସିଛି।

ଦୀପିକାଙ୍କ ମେକଅପ୍ କଥା ଯଦି କଥା ହେବା ଲାଇଟ୍ ଓ ନ୍ୟୁଡ୍ ମେକଅପରେ ନିଜକୁ କମ୍ପଲିଟ୍ କରିଥିଲେ। ଦୀପିକାଙ୍କ ସହ ତାଙ୍କ ସ୍ଵାମୀ ରଣବୀର ସିଂ ମଧ୍ୟ ଉପସ୍ଥିତ ଥିଲେ।

ହାଇହିଲ ରେ ଲମ୍ବା ଗାଉନ ପିନ୍ଧି ଡିପି ଭାରି କନଫିଡେଣ୍ଡଲି ୱାକ୍ କରୁଥିଲେ। ଯାହା ତାଙ୍କୁ ଅଧିକ ସୁନ୍ଦର କରିଛି। ଦୀପିକା ୨୦୧୮ରେ କାନ୍ସରେ ଡେବ୍ୟୁ କରିଥିଲେ। ତାଙ୍କ ଲୁକ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଫ୍ୟାନ୍ ମାନେ ତାରିଫ କରିବାରେ ଲାଗିଛନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment