ଓଡ଼ିଶାଲାଇଭ୍ ବ୍ୟୁରୋ

ସନ୍ଧ୍ୟାରୁ ରାତି ଟା ୯ଟା ଭିତରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ତୋଫାନର ଆଶଙ୍କା ରହିଛିା ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛିା ଝଡ଼ ତୋଫାନ ଦୃଷ୍ଟିରୁ ୯ ଟି ଜିଲ୍ଲାକୁ ସତର୍କ ସୂଚନା କରିଛି ପାଣିପାଗ ବିଭାଗା

ଏହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର,ଗଜପତି, ସୋନପୁର, ଅନୁଗୁଳ, ବୌଦ୍ଧ, ରାୟଗଡ଼ା।

ଏହି ଜିଲ୍ଲାର ଲୋକମାନଙ୍କୁ ରାତି ୭ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗା ଏଥିସହ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ତୋଫାନ, ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛିା

Comment