ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ଓଡ଼ିଶା ସମେତ ୧୧ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ମତଦାନ ହେଉଛି। ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜାନାର୍ଦ୍ଦନ।

ମହାରାଷ୍ଟ୍ରର ଜଣେ ୧୦୫ ବର୍ଷ ବୃଦ୍ଧା ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବୃଦ୍ଧାଙ୍କ ନାଁ କାଭାଇବାଇ କାମ୍ବେଲ। ସେ ନିଜ ପରିବାର ସହିତ ଆସି ଭୋଟ ଦେଇଛନ୍ତି।

ଲାତୁରର ବୁଦ୍ରକ ପୋଲିଂ ବୁଥରେ ସେ ଭୋଟ ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୦ ଲୋକସଭା ଆସନ ଲାଗି ମତଦାନ ହେଉଛି।

LEAVE A REPLY

Please enter your comment!
Please enter your name here