ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବଡ଼ମ୍ବା ବିଧାନସଭା ଆସନର ପୁଲିଂ ଷ୍ଟେସନ ୧୯୬ ନମ୍ବର ବୁଥରେ ଭିଭିପାଟରେ ତ୍ରୁଟି ଥିବାରୁ ମତଦାନ ସ୍ଥଗିତ ରଖାଯାଇଛିା ଭୋଟ ବନ୍ଦ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛିା ବଡ଼ମ୍ବା ବିଧାନସଭାର ପୁଲିଂ ଷ୍ଟେସନ ୧୯୬ ନମ୍ବର ବୁଥର ଭିଭିପାଟରେ ତ୍ରୁଟି ଦେଖାଯାଇଥିଲା।

ଲୋକସଭାର ବୁଥର ଭିଭିପାଟକୁ ବିଧାନସଭା ବୁଥର ଇଭିଏମ୍ ସହ ସଂଯୋଗ ହୋଇଥବା ଅଭିଯୋଗ କରାଯାଇଥିଲା।  ଅଭିଯୋଗ ପରେ ତ୍ରୁଟି ଥିବା ଯାଞ୍ଚରୁ ଜଣାପଡ଼ିଥିଲା। ସେକ୍ଟର ଅଫିସର ଜାଣିବା ପରେ ଏହାକୁ ବଦଳାଇ ଦିଆଯାଇଥିଲା।

ଏହି ବୁଥରେ ୨୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିସାରିଥିଲୋ

Comment