ଓଡ଼ିଶାଲାଇଭ୍ ବ୍ୟୁରୋ

congress

ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି। ପ୍ରାଥମ ପର୍ଯ୍ୟାୟରେ ଓଡ଼ିଶା ପାଇଁ ୮ଟି ଲୋକସଭା ଏବଂ ୪୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।

ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ ଲୋକସଭା ଆସନ

ବରଗଡ଼- ସଞ୍ଜୟ ଭୋଇ

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗିର- ମନୋଜ ମିଶ୍ର

କଳାହାଣ୍ଡି- ଦ୍ରୌପଦୀ ମାଝି

ନବରଙ୍ଗପୁର- ଭୁଜବଳ ମାଝି 

କନ୍ଧମାଳ- ଅମୀର ଚାନ୍ଦ ନାୟକ 

ବ୍ରହ୍ମପୁର- ରଶ୍ମି ରଞ୍ଜନ ପଟ୍ଟନାୟକ 

କୋରାପୁଟ- ସପ୍ତଗିରି ଶଙ୍କର ଉଲାକା 

କଂଗ୍ରେସର ବିଧାନସଭା ଆସନ ଲାଗି କିଏ କେଉଁଠୁ ପ୍ରାର୍ଥୀ?

ପଦ୍ମପୁର- ଟଙ୍କଧର ସାହୁ

ବିଜେପୁର- କିଶୋର ଦଫାଦାର

ବରଗଡ଼- ନିପନ କୁମାର ଦାଶ

ଭଟଲି- ବ୍ରହ୍ମା ମହାକୁଡ଼

ବ୍ରଜରାଜନଗର- କିଶୋର ଚନ୍ଦ୍ର ପଟେଲ

ତଳସରା- ପ୍ରବୋଧ ତିର୍କୀ

ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ

ରଘୁନାଥପାଲ୍ଲୀ- ଗୋପାଳ ଦାସ

ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ

ରାଜଗାଙ୍ଗପୁର- ଡକ୍ଟର ସି ଏସ ରାଜନ ଏକ୍କା

ଲୋଇସିଂହା- ଓମ ପ୍ରକାଶ କୁମ୍ଭାର

ପାଟଣାଗଡ଼- ଅନୀଲ ମେହେର

ବଲାଙ୍ଗିର- ସମରେନ୍ଦ୍ର ମିଶ୍ର 

କଣ୍ଟାବାଞ୍ଝି- ସନ୍ତୋଷ ସିଂ ସାଲୁଜା

ଉମରକୋଟ- ସନରାଜ ଗଣ୍ଡ

ଝରିଗାଁ- ହାରାବତୀ ଗଣ୍ଡ

ନବରଙ୍ଗପୁର- ଦିଲୀପ ପ୍ରଧାନୀ 

ଡାବୁଗାଁ- ଡକ୍ଟର ଲିପିକା ମାଝି

ଲାଞ୍ଜିଗଡ଼- ବଳଭଦ୍ର ମାଝି

ଜୁନାଗଡ଼- ତୁଳେଶ୍ଵର ନାଏକ

ଧର୍ମଗଡ଼- ରଶ୍ମୀରେଖା ରାଉତ

ଭବାନୀପାଟଣା- ସାଗର ଚରଣ ଦାସ

ନର୍ଲା- ଭକ୍ତ ଚରଣ ଦାସ 

ବାଲିଗୁଡ଼ା- ସୁରଦା ପ୍ରଧାନ

ଜି.ଉଦୟଗିରି- ପ୍ରଫୁଲ୍ଲ ଚଦ୍ର ପ୍ରଧାନ

ଫୁଲବାଣୀ- ପ୍ରତିଭା କହଁର

କଣ୍ଟାମାଳ- ମନୋଜ କୁମାର ଆଚାର୍ଯ୍ୟ

ବୌଦ୍ଧ- ନବ କୁମାର ମିଶ୍ର

ଭଞ୍ଜନଗର- ପ୍ରଶାନ୍ତ କୁମାର ବିଷୋୟୀ

ପୋଲସରା- ଅଗସ୍ତି ବରଦା

କବିସୂର୍ଯ୍ୟନଗର- ଚିରଞ୍ଜୀବ ବିଷୋୟୀ 

ସୋରଡ଼ା- ହରିକ୍ରିଷ୍ଣା ରଥ

ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା

ଚିକିଟି- ରବୀନ୍ଦ୍ର ନାଥ ଦ୍ୟାନସାମନ୍ତରାୟ

ମୋହନା- ଦାଶରଥୀ ଗମାଙ୍ଗ

ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

ଗୁଣପୁର- ସତ୍ୟଜିତ ଗମାଙ୍ଗ

ବିଷମକଟକ- ନୀଳମାଧବ ହିକକା

ରାୟଗଡ଼ା- ଆଲ୍ଲାପାସ୍ଵାମୀ କାଡ୍ରାକା

ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା

କୋଟପାଡ଼- ଅନାମ ଦିଆନ

ଜୟପୁର- ତାରା ବାହିନୀପତି

କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ

ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ

ମାଲକାନଗିରି- ମାଲା ମାଢ଼ୀ 

ଚିତ୍ରକୋଣ୍ଡା- ମଙ୍ଗୁ ଖିଲ

Tags: #Politics #OdishaPolitics #Congress #BJD #BJP #LokSabhaElection

Comment