ଓଡିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’କୁ ନେଇ ପୂବତଟ ରେଲୱେ ଯାତ୍ରୀଙ୍କ ଲାଗି ଜାରି କରିଛି  ହେଲ୍ପଲାଇନ ନମ୍ବର। ଯାତ୍ରୀଙ୍କ ସୁରକ୍ଷା ଲାଗି ପୂର୍ବତନ ରେଲୱେ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରତିଷ୍ଟେସନ ଲାଗି ତିନୋଟି ହେଲ୍ପ ଲାଇନନମ୍ବର ଜାରି କରାଯାଇଛି।

ଭୁବନେଶ୍ୱର ଷ୍ଟେସନ ଲାଗି

୦୬୭୪(୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫)

ଖୋର୍ଦ୍ଧା ଷ୍ଟେସନ ଲାଗି

୦୬୭୪(୨୪୯୦୦୧୦,୨୪୯୨୫୧୧,୨୪୯୨୬୧୧)

ସମ୍ବଲପୁର ଷ୍ଟେସନ ଲାଗି

୦୬୭୪(୨୫୩୨୨୩୦,୨୫୩୩୦୩୭,୨୫୩୨୩୦୨)

ପୁରୀ ଷ୍ଟେସନ ଲାଗି

୦୬୭୫(୨୨୨୫୯୨୨)

ଭଦ୍ରକ ଷ୍ଟେସନ ଲାଗି

୦୬୭୮(୧୨୩୦୮୨୭)

କଟକ ଷ୍ଟେସନ ଲାଗି

୦୬୭୧(୨୨୦୧୮୬୫)

ବ୍ରହ୍ମପୁର ଷ୍ଟେସନ ଲାଗି

୦୬୮୦(୨୨୨୯୬୩୨)

ବିଶାଖାପଟନମ୍ ଷ୍ଟେସନ ଲାଗି

୦୮୯୧(୨୭୪୬୨୫୫, ୧୦୭୨)

ଟୋଲଫ୍ରି ନମ୍ବର

୧୮୨

Comment