ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯-୨୦ ଶିକ୍ଷା ବର୍ଷର ଯୁକ୍ତ୨ ନାମଲେଖା ପାଇଁ  ଜୁନ ୬ରୁ ଆବେଦନ ପ୍ରକିୟା ଆରମ୍ଭ ହେବା ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବୋ CHSE ପକ୍ଷରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିା

ଉଭୟ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ ସମାନ ପ୍ରକିୟା ରହିଛିା

ଅନଲାଇନ ଜରିଆରେ ଆବେଦନର ଶେଷ ତାରିଖ ଜୁନ ୨୦କୁ ଧାର୍ଯ୍ୟ କରାଯାଇଛିା ସେହପରି ଅଫଲାଇନ ଜରିଆରେ ଆବେଦନର ଶେଷ ତାରିଖ ଜୁନ୍ ୨୧ ରହିଛିା ନାମଲେଖା ପାଇଁ ଆବେଦନ ସରିବା ପରେ ଜନ୍ ୨୬ରେ ପ୍ରଥମ ମେରିଟ ଲିଷ୍ଟ ଆସିବା ଜୁନ୍ ୨୮ରୁ ଜୁଲାଇ ୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

ସେହିପରି ଜୁଲାଇ ୮ରେ ଦ୍ୱିତୀୟ ମେରିଟ ଲିଷ୍ଟ ଆସିବା ତା’ ପରେ ଜୁଲାଇ ୯ରୁ ୧୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବା

ଜୁଲାଇ ୨୪ରୁ ପ୍ରଥମ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବା

Comment