ଓଡ଼ିଶାଲାଇଭ୍ ବ୍ୟୁରୋ

ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନିରେ ଡେଭଲପମେଣ୍ଟ ମ୍ୟାନେଜର ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ hhr_bhub@sbi-life.com  ରେ ନିଜ ବାୟୋଡାଟା ପଠାଇ ପାରିବେ।

ବୟସ ସମୟ ସୀମା ୨୫ ରୁ ୩୫ ରହିଛି।

ଶିକ୍ଷାଗତ ଯୋଗ୍ୟତା- ଗ୍ରାଜୁଏଟ, ଏକ ବର୍ଷର ଅଭିଜ୍ଞତା ଆବଶ୍ୟକ।

ଓଡ଼ିଶାର ପ୍ରମୁଖ ସହରରେ ନିଯୁକ୍ତି କରାଯିବ।

ସାକ୍ଷାତକାର ସମୟ: ଜୁଲାଇ ୧ ଓ ୨ ତାରିଖ, ସକାଳ ୧୦ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ।

ସାକ୍ଷାତକାରର ସ୍ଥାନ:

ଭୁବନେଶ୍ଵର- ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ଓଡ଼ିଶା କ୍ୟାପିଟାଲ ମାର୍କେଟ ଓ ଏଣ୍ଟରପ୍ରାଇଜେସ ଲିମିଟେଡ ଦ୍ଵିତୀୟ ମହଲା, ଜୟଦେବ ବିହାର, ଆରସିଏମ କଲେଜ ପାଖ, ଚନ୍ଦ୍ରଶେଖରପୁର, ଓଡ଼ିଶା- ୭୫୧୦୨୩, ଯୋଗାଯୋଗ- ବିଶ୍ଵରଞ୍ଜନ ଉପାଧାୟ (୯୨୩୮୮୧୨୫୫୮୨)

ବାଲେଶ୍ଵର- ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ସୋପରସ ଆରକେଡ, ଏଫଏମ ଗୋଲାଇ, ବିଏସଏନଏଲ ଅଫିସ ସାମ୍ନା ଦ୍ଵିତୀୟ ମହଲା, ବାଲେଶ୍ଵର, ଓଡ଼ିଶା- ୭୫୬୦୦୧, ଯୋଗାୋଯୋଗ- ଶ୍ରୀକାନ୍ତ ଶର୍ମା (୭୩୮୧୦୨୨୬୩୪)।

ରାୟଗଡ଼ା– ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ପ୍ରଥମ ମହଲା, ପ୍ଲଟ ନଂ- ୩୯୧, ଓ୍ଵାର୍ଡନଂ-୮, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପାଖ ମେନ ରୋଡ, ରାୟଗଡ଼ା।

ଅନୁଗୁଳ- ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ପ୍ରଥମ ମହଲା, ନନ୍ଦଭବନ, ଆମଲାପଡ଼ା, ଓଏସସିବି ପଛପଟ, ଅନୁଗୁଳ, ଯୋଗାଯୋଗ- ରଞ୍ଜନ ପ୍ରଧାନ(୭୫୦୬୭୨୭୯୦୯)

ରାଉରକେଲା- ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ଦ୍ଵିତୀୟ ମହଲା, ଆଇସିଆଇସିଆଇ ବ୍ୟାଙ୍କ ଉପର, ଇନ୍ଦିରା ପ୍ଲାଜା ସାମ୍ନା, ମେନରୋଡ ରାଉରକେଲା, ଯୋଗାଯୋଗ- ସତ୍ୟବ୍ରତ ସାହୁ (୯୯୩୭୬୦୬୨୫୨)।

ବ୍ରହ୍ମପୁର- ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନି ଲିମିଟେଡ, ଦ୍ଵିତୀୟ ମହଲା, ଗ୍ରୀନ ପାର୍କ ହେରିଟେଜ, ବ୍ରମହା ନଗର, ବ୍ରହ୍ମପୁର, ଯୋଗଯୋଗ- ରାମ ବାବୁ ଦୋରା- (୯୯୩୭୨୪୧୧୯୮)।

Comment