ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜେଇଇ ପ୍ରବେଶିକା ପରୀକ୍ଷା ୨୦୧୯ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ପରୀକ୍ଷା କେବଳ ସ୍ଵତନ୍ତ୍ର ଓଜେଇଇ ବିଟେକ, ବିଟେକ ଲାଟେରାଲ ଏଣ୍ଟ୍ରି, ଏମବିଏ, ଏମସିଏ ଓ ଏମସିଏ ଲାଟେରାଲ ଏଣ୍ଟ୍ରି ପାଇଁ ରହିଛି।
ଗୁରୁତ୍ଵପୂର୍ଣ୍ଣ ତାରିଖ
ପରୀକ୍ଷା ତାରିଖ-୨୧.୦୭.୨୦୧୯(ରବିବାର)
ସମୟ-ସକାଳ ୧୦ଟାରୁ ୧୧ଟା(ଏକ ଘଣ୍ଟା)
ଅନଲାଇନ ଆପ୍ଲିକେସନ ଓ ଫିସ-୩୦.୦୬.୨୦୧୯ ରୁ ୧୦.୦୭.୨୦୧୯
ରେଜଲ୍ଟ ପ୍ରକାଶନ-୨୫.୦୭.୨୦୧୯
ରାଙ୍କ ତାଲିକା ଓ ଅନଲାଇନ ପଞ୍ଜିକରଣ-୨୫.୦୭.୨୦୧୯ ରୁ ୨୭.୦୭.୨୦୧୯
ପ୍ରଥମ ରାଉଣ୍ଡ ଆଲର୍ଟମେଣ୍ଟ-୩୦.୦୭.୨୦୧୯
ଡକୁମେଣ୍ଟ ଭେରିଫିକେସନ-୦୧.୦୮.୨୦୧୯ ରୁ ୦୨.୦୮.୨୦୧୯
ରିପୋର୍ଟିଙ୍ଗ ସମୟ-୦୩.୦୮.୨୦୧୯