ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜେଇଇ ପ୍ରବେଶିକା ପରୀକ୍ଷା ୨୦୧୯ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ପରୀକ୍ଷା କେବଳ ସ୍ଵତନ୍ତ୍ର ଓଜେଇଇ  ବିଟେକ, ବିଟେକ ଲାଟେରାଲ ଏଣ୍ଟ୍ରି, ଏମବିଏ, ଏମସିଏ ଓ ଏମସିଏ ଲାଟେରାଲ ଏଣ୍ଟ୍ରି ପାଇଁ ରହିଛି।

ଗୁରୁତ୍ଵପୂର୍ଣ୍ଣ ତାରିଖ

ପରୀକ୍ଷା ତାରିଖ-୨୧.୦୭.୨୦୧୯(ରବିବାର)

ସମୟ-ସକାଳ ୧୦ଟାରୁ ୧୧ଟା(ଏକ ଘଣ୍ଟା)

ଅନଲାଇନ ଆପ୍ଲିକେସନ ଓ ଫିସ-୩୦.୦୬.୨୦୧୯ ରୁ ୧୦.୦୭.୨୦୧୯

ରେଜଲ୍ଟ ପ୍ରକାଶନ-୨୫.୦୭.୨୦୧୯

ରାଙ୍କ ତାଲିକା ଓ ଅନଲାଇନ ପଞ୍ଜିକରଣ-୨୫.୦୭.୨୦୧୯ ରୁ ୨୭.୦୭.୨୦୧୯

ପ୍ରଥମ ରାଉଣ୍ଡ ଆଲର୍ଟମେଣ୍ଟ-୩୦.୦୭.୨୦୧୯

ଡକୁମେଣ୍ଟ ଭେରିଫିକେସନ-୦୧.୦୮.୨୦୧୯ ରୁ ୦୨.୦୮.୨୦୧୯

ରିପୋର୍ଟିଙ୍ଗ ସମୟ-୦୩.୦୮.୨୦୧୯

Comment