ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ଅଧଘଣ୍ଟାର ବର୍ଷାରେ ଭାସିଲା ଇସ୍କନ୍ ସମ୍ମୁଖ ରାସ୍ତାରେ। ଇସ୍କନ୍ ସମ୍ନାରେ ସୃଷ୍ଟି ହୋଇଥିଲା କୁତ୍ରିମ ବନ୍ୟା। ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତମାନେ ଅଣ୍ଟାଏ ଅଣ୍ଟାଏ ପାଣିରେ ଫଶି ରହିଥିଲେ। ଇସ୍କନ୍ ମନ୍ଦିର ସମ୍ମୁଖର କିଛି ଦୃଶ୍ୟ ଦେଖନ୍ତୁ ଫଟୋରେ। (ଫଟୋ – ବୁଲୁ ସାହୁ )