ଓଡ଼ିଶାଲାଇଭ ବ୍ୟୁରୋ

ଅଖା ଭିତରୁ ମିଳିଲା ଯୁବତୀଙ୍କ ହାତ ଗୋଡ଼ ବନ୍ଧା ଯୁବତୀଙ୍କ ମୃତ ଦେହ। ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରେ ଏପରି ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ବିରିଡ଼ି ପୋଲିସ।

ମୃତ ଦେହ ଉଦ୍ଧାର ହେବା ପରେ ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟମାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି। ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି।

Comment