ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ସାମ୍ନାକୁ ଆସିଛି ବଡ଼ ଫାଇନ। ଏଥର ୧୦ ହଜାର କି ୫ ହଜାର ନୁହେଁ ଏକାଥରେ ଲକ୍ଷେ ଟଙ୍କା ଫାଇନ। ସେ ପୁଣି ଏକ ବାଇକରୁ। ଘଟଣାଟି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଛି।

ବିନା ପଞ୍ଜିକରଣରେ ଗାଡ଼ି ଚଲାଉଥିବାରୁ ବାଇକ ଚାଳକଙ୍କୁ ୧୦ ହଜାର। ଏହାସହ ବିନା ପଞ୍ଜିକରଣରେ ଗାଡ଼ି ବିକିଥିବାରୁ ସୋରୁମକୁ ଲକ୍ଷେ ଫାଇନ କାଟିଛି ଆଞ୍ଚଳିକ ପରିବହନ ବିଭାଗ। ସୋରୁମର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ନୋଟିସ ଦିଆଯାଇଛି।

Comment