ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପ୍ରଥମଥର ପାଇଁ ୨୦୧୭ ବ୍ୟାଚର ଆଇଏଏସ୍ ଅଫିସରଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଛି।

ତେବେ ଜାଣନ୍ତୁ କେଉଁ ଅଫିସରଙ୍କୁ କେଉଁ ଦାୟିତ୍ୱ ମିଳିଛି?

ସୁଶୀଲ କୁମାର ଲୋହାନି- ମୁଖ୍ୟ ନିର୍ବାଚନ ଅଧିକାରୀ

ସୁରେନ୍ଦ୍ର କୁମାର- ପ୍ରମୁଖ ସଚିବ, ଜଳ ସଂପଦ ବିଭାଗ

ସୋମେଶ ଉପାଧ୍ୟାୟ- ଚିଫ୍ ଜେନେରାଲ୍ ମ୍ୟାନେଜର, ଓମଫେଡ୍

ପି. ଅନଭେଶ ରେଡ୍ଡୀ- କାର୍ଯ୍ୟକାରୀ ନିର୍ଦ୍ଦେଶକ, ଓଏମସି

ପାଟିଲ ଆଶିଷ ଇଶ୍ୱର- କାର୍ଯ୍ୟକାରୀ ନିର୍ଦ୍ଦେଶକ, ଗ୍ରୀଡକୋ

ଦିବାକର ଟି.ଏସ୍ – ଓଏସଡି, ଓକାକ୍

ହେମକାନ୍ତ ସେ- ଏମଡି, ଓଡ଼ିଶା ପର୍ଯ୍ୟଟନ ନିଗମ

LEAVE A REPLY

Please enter your comment!
Please enter your name here