ଓଡ଼ିଶାଲାଇଭ ବ୍ୟୁରୋ

ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତ କରିବାକୁ ୨ଜଣ ଆଇନଜୀବୀଙ୍କ ନାଁ ସୁପାରିସ୍। ଏନେଇ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ଜୁଡିସିଆଲ୍ ଅଫିସର ବିଭୁ ପ୍ରସାଦ ରାଉତରାୟଙ୍କ ନାଁକୁ ସୁପାରିସ୍ କରାଯାଇଛି।

ଏହି ଦୁଇଜଣ ବିଚାରପତିଙ୍କ ନାଁକୁ ସୁପ୍ରିମ କୋର୍ଟ କଲେଜିଅମ ମୋହର ମାରିସାରିଛି। ମେ ୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ୯ ଜଣଙ୍କ ନାଁକୁ କଲେଜିଅମରେ ସୁପାରିସ୍ କରିଥିଲେ।

Comment