ଓଡ଼ିଶାଲାଇଭ ବ୍ୟୁରୋ   

 

ସନ୍ତାନର ଅଭାବ ପୂରଣ କଲା ସ୍ତ୍ରୀ। ସ୍ଵାମୀର ମୃତ୍ୟୁ ପରେ ଚିତାରେ ମୁଖାଗ୍ନି ଦେଇ ଏଭଳି ଉଦାହରଣ ସୃଷ୍ଟି କରିଛି ସ୍ତ୍ରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁରେ।

ଗାଁର ଚନ୍ଦ୍ରମଣି ଭୋଇଙ୍କ କେନାଲରେ ବୁଡ଼ି ମୃତ୍ୟୁ ଘଟିଥିଲା। ଚନ୍ଦ୍ରମଣିଙ୍କର କେହି ସନ୍ତାନ ନଥିବାରୁ ଚିତାରେ କିଏ ମୁଖାଗ୍ନି ଦେବ ବୋଲି ଭାଳେଣି ପଡ଼ିଥିଲା। ତେବେ ସେସବୁରେ ପୂର୍ଣ୍ଣଛେଦ ପକାଇ ସ୍ତ୍ରୀ ପାର୍ବତୀ ସ୍ଵାମୀଙ୍କ ଚିତାରେ ମୁଖାଗ୍ନି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here