ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ବୁଧବାରଠୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଗୁରୁବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି।

ଗଞ୍ଜାମ, ଗଜପତି, ଭଦ୍ରକରେ ସ୍କୁଲ, ଅଙ୍ଗନଓ୍ୱାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ବର୍ଷା ଅକ୍ଟୋବର ୨୫ ତାରିଖ ଯାଏଁ ଲାଗି ରହିବ।

Comment