ଓଡ଼ିଶାଲାଇଭ୍ ବ୍ୟୁରୋ 

Lokaseva Bhawanଦୁର୍ନୀତି ବିରୋଧରେ ଶପଥ ନେଇଛନ୍ତି ସରକାରୀ ସଚିବ ଓ କର୍ମଚାରୀ। ସୋମବାର ଲୋକସେବା ଭବନରେ ସଚିବ ଓ କର୍ମଚାରୀମାନେ ଏପରି ଶପଥ ପାଠ କରିଥିବା ଦେଖିବାକୁ ମିଳିଛି।

ରାଜ୍ୟର ପଞ୍ଚାୟତିରାଜ ବିଭାଗ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିକୁ  ବିରୋଧ କରିବାକୁ ଶପଥ ନେଇଛନ୍ତି। ଲୋକସେବା ଭବନ ଆଗରେ ଛିଡ଼ା ହୋଇ ଦୁର୍ନୀତି ବିରୁଦ୍ଧରେ ଶପଥ ପାଠ ନେଇଥିଲେ।

ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା

Comment