ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଜମି କିଣିବାକୁ ଚାହୁଁଛନ୍ତି କି? ତେବେ ଯାଆନ୍ତୁ ବିଡିଏ ଓ୍ଵେବସାଇଟ୍‌କୁ। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଭୁବନେଶ୍ଵରରେ ୨୫ଟି ପ୍ଲଟ ବିକ୍ରି କରାଯାଉଛି। ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁରରେ ଥିବା ଉନ୍ନତ ଘରବାରି ଜମିରେ ପ୍ଲଟ କରି ବିଡିଏ ଏହାକୁ ବିକ୍ରି କରୁଛି।

୨୨ ଜାନୁଆରୀ ୨୦୨୦ରେ ଜମିର ଇ-ନିଲାମ କରାଯିବ। ତେବେ ଏହି ନିଲାମରେ ଭାଗ ନେବା ପାଇଁ ଓ୍ଵେବସାଇଟ୍‌ www.bda.gov.in କୁ ଯାଇ ପାରିବେ। ନିଲାମରେ ଭାଗ ନେବା ପାଇଁ ୩୦.୧୨.୨୦୧୯ ସୁଦ୍ଧା ଓ୍ଵେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଜାଣନ୍ତୁ କେଉଁଠି ଦିଆଯିବ ଜମି?

  • ପ୍ଲଟ ନମ୍ଵର – N-4/161 – ୨,୫୦୩ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଜୟଦେବ ବିହାର
  • ପ୍ଲଟ ନମ୍ଵର – N-5/162 – ୧,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଜୟଦେବ ବିହାର
  • ପ୍ଲଟ ନମ୍ଵର – 224 – ୪,୯୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – 184 – ୨,୬୭୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – 209 – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୬ – ୪,୫୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୨ – ୪,୫୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୭୩ – ୩,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୮୭ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୯୦ – ୨,୬୫୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୦୩ – ୨,୬୫୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୪୪ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୨୯ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୦ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୧ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୨ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୪ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୬ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୭ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୮ – ୩,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୬୦ – ୨,୨୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୬୯ – ୩,୭୨୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୮ – ୩,୨୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୧୭ – ୫,୪୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୮ – ୨,୯୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର

Comment