ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତଟ ରେଳପଥର ୧୨୧୬ଟି ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  

ଆବେଦନ କରିବାର ଶେଷ ତାରିଖ – ଜାନୁଆରୀ ୬ ତାରିଖ ୨୦୨୦

ଯୋଗ୍ୟତା

ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ପ୍ରାର୍ଥୀ ଜଣକ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର

ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରାର୍ଥୀ ଜଣକ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ

ଆବେଦନ ଫିସ୍

ସାଧାରଣ ବର୍ଗ – ୧୦୦ ଟଙ୍କା

ଏସସି/ଏସଟି/ମହିଳା/ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଫିସ୍ ନାହିଁ

ଏ ସମ୍ବନ୍ଧରେ ଅଧିକ ସୂଚନା ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Comment