ଓଡ଼ିଶାଲାଇଭ୍ ବ୍ୟୁରୋ

jobଓଡ଼ିଶା ବିଧାନସଭା ଅଧୀନରେ ରିପୋର୍ଟର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ – ରିପୋର୍ଟର

ମୋଟ୍ ପଦବୀ ସଂଖ୍ୟା – ୭ଟି

ଆବେଦନ ପାଇଁ ବୟସ ସୀମା

  • ସର୍ବାଧିକ ୧୮ ବର୍ଷ
  • ସର୍ବନିମ୍ନ – ୩୨ ବର୍ଷ

ବେତନ ହାର – ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା

ଆବେଦନ ଫି – ୧୦୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ଲାଭ କରିଥିବେ।
  • ପ୍ରାର୍ଥୀଜଣକ କମ୍ପ୍ୟୁଟରରେ ମିନିଟ ପ୍ରତି ଇଂରାଜୀରେ ୪୦ଟି ଏବଂ ଓଡ଼ିଆରେ ୨୦ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୦.୦୨.୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment