ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIସରକାରୀ ଚାକିରି ପାଇଁ ଆପଣ ଇଚ୍ଛୁକ ଅଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। ଓଡ଼ିଶା ସବଅଡିନେଟ୍ ଷ୍ଟାଫ୍ ସିଲେକ୍‌ସନ କମିସନ (OSSSC) ଅଧୀନରେ ନର୍ସିଂ ଅପିସର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୩୧ ତାରିଖ ପୂର୍ବରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ନର୍ସିଂ ଅଫିସର – ୬୪୩୨ଟି

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ

ବେତନ ହାର – ୧୦,୦୦୦ ଟଙ୍କା (ମାସିକ)

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ମାଟ୍ରିକ ପାସ କରିଥିବା ଆବଶ୍ୟକ।

ଆବେଦନ ଫି – ୧୦୦ ଟଙ୍କା

  • ଆବେଦନ ଆରମ୍ଭ – ୦୭.୧୨.୨୦୨୦
  • ଆବେଦନ ଶେଷ – ୩୧.୧୨.୨୦୨୦

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment