ଓଡ଼ିଶାଲାଇଭ୍ ବ୍ୟୁରୋ

ରିସର୍ଚ୍ଚ ଆସୋସିଏଟ୍ ଓ ପୋଷ୍ଟ ଡକ୍ଟରାଲ୍ ଫେଲୋଙ୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ। ଜାନୁଆରି ୨୨ ତାରିଖ ସୁଦ୍ଧା କରିପାରିବେ ଆବେଦନ।

ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ

  • ହ୍ୟୁମାନ୍ କ୍ୟାପିଟାଲ୍ ଡେଭେଲପମେଣ୍ଟ୍
  • ଇଣ୍ଟିଗ୍ରେଟେଡ୍ ଓମିକ୍ସ୍ ଆଣ୍ଡ୍ କମ୍ପ୍ୟୁଟେସନାଲ୍ ବାୟୋଲୋଜି
  • ଷ୍ଟଡିଜ୍ ଅନ୍ ଟ୍ରାଇବାଲ୍ ଆଣ୍ଡ୍ ମାର୍ଜିନାଲାଇଜଡ୍ କମ୍ୟୁନିଟିଜ୍

ପଦବୀ ସଂଖ୍ୟା

  • ହ୍ୟୁମାନ୍ କ୍ୟାପିଟାଲ୍ ଡେଭେଲପମେଣ୍ଟ୍ – ୨
  • ଇଣ୍ଟିଗ୍ରେଟେଡ୍ ଓମିକ୍ସ୍ ଆଣ୍ଡ୍ କମ୍ପ୍ୟୁଟେସନାଲ୍ ବାୟୋଲୋଜି – ୩
  • ଷ୍ଟଡିଜ୍ ଅନ୍ ଟ୍ରାଇବାଲ୍ ଆଣ୍ଡ୍ ମାର୍ଜିନାଲାଇଜଡ୍ କମ୍ୟୁନିଟିଜ୍ – ୨

ଶିକ୍ଷାଗତ ଯୋଗ୍ୟତା

ହ୍ୟୁମାନ୍ କ୍ୟାପିଟାଲ୍ ଡେଭେଲପମେଣ୍ଟ୍ – କମର୍ସ, ଏମବିଏ, ପିଏମଆଇଆର୍, ସାଇକୋଜୋଲିରେ ପି.ଏଚ.ଡି କରିଥିବେ।

ଇଣ୍ଟିଗ୍ରେଟେଡ୍ ଓମିକ୍ସ୍ ଆଣ୍ଡ୍ କମ୍ପ୍ୟୁଟେସନାଲ୍ ବାୟୋଲୋଜି – ବଟାନୀ, ଜୁଲୋଜି, ଲାଇଫସାଇନ୍ସ୍, ବାୟୋଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରୀରେ ପି.ଏଚ.ଡି କରିଥିବେ।

ଷ୍ଟଡିଜ୍ ଅନ୍ ଟ୍ରାଇବାଲ୍ ଆଣ୍ଡ୍ ମାର୍ଜିନାଲାଇଜଡ୍ କମ୍ୟୁନିଟିଜ୍ – ଆନ୍ଥ୍ରୋପଲୋଜି, ସୋସିଓଲୋଜି, ଟ୍ରାଇବାଲ୍ ଷ୍ଟଡିଜ୍, ଇକୋନୋମିକ୍ସ୍, ସାଇକୋଲୋଜି, କଲଚର ଷ୍ଟଡିଜ୍, ଲିଙ୍ଗୁଇଷ୍ଟିକ୍ସ, ସୋସିଆଲ୍ ଓ୍ୱାର୍କ, ଡେଭେଲପମେଣ୍ଟ ଷ୍ଟଡିଜରେ ପି.ଏଚ.ଡି କରିଥିବେ।

ଆନ୍ତର୍ଜାତିକ କାର୍ଯ୍ୟାଳୟ – ଯେକୌଣସି ବିଶ୍ୱବିଦ୍ୟାଳୟରୁ ଫାଷ୍ଟ କ୍ଲାସ ନମ୍ବର ରଖି ସ୍ନାତକ କିମ୍ବା ସ୍ନାତକୋତ୍ତର ପାସ କରିଥିବେ। ଆନ୍ତର୍ଜାତିକ ବୈଦେଶିକ କାରବାର ସଂପର୍କିତ ଜ୍ଞାନ ଥିବ।

ଦରମା

୩୦,୦୦୦ ରୁ ୪୦,୦୦୦ ଟଙ୍କା

କିପରି କରିବେ ଆବେଦନ

ଆଗ୍ରହୀ ପ୍ରାର୍ଥୀ ଜାନୁଆରି ୨୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା coordinator.wbp.uu@gmail ଠିକଣାରେ ନିଜର ଆବେଦନପତ୍ର ଇ-ମେଲ୍ କରିବେ।

ଆଗ୍ରହୀ ପ୍ରାର୍ଥୀ ସବିଶେଷ ବିବରଣୀ ପାଇଁ utkaluniversity.nic.inୱେବସାଇଟରେ ଲଗ ଇନ୍ କରନ୍ତୁ।

Comment