ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ ୨୦୨୦। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଚାରିଆଡ଼େ ବେଶ ଚର୍ଚ୍ଚା। ନିଜ ନିଜ ପସନ୍ଦର ଟିମ୍‌କୁ ଉତ୍ସାହିତ କରିବାକୁ ପ୍ରସ୍ତୁତ ହୋଇସାରିଲେଣି ଫ୍ୟାନ। ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ୍‌ର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ପରସ୍ପର ସହ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଆସନ୍ତୁ ଜାଣିବା ଆଇପିଏଲ୍‌ର କେଉଁ ଦଳରେ କିଏ କିଏ ରହିଛନ୍ତି କ୍ୟାପଟେନ।

ମୁମ୍ଵାଇ ଇଣ୍ଡିଆନ୍ସ – ରୋହିତ ଶର୍ମା

ଚେନ୍ନାଇ ସୁପର କିଙ୍ଗ୍ସ – ମହେନ୍ଦ୍ର ସିଂହ ଧୋନୀ

ସନରାଜର୍ସ ହାଇଦ୍ରାବାଦ – କେନ୍‌ ଓ୍ଵିଲିୟମସନ୍‌

ରାଜସ୍ଥାନ ରୟାଲ୍ସ – ଷ୍ଟିଭେନ ସ୍ମିଥ

ଦିଲ୍ଲୀ କ୍ୟାପିଟାଲ୍ସ – ଶ୍ରେୟାସ ଆୟର

କୋଲକାତା ନାଇଟ ରାଇଡ୍‌ର – ଦିନେଶ କାର୍ତ୍ତିକ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଳୁରୁ – ବିରାଟ କୋହଲି

କିଙ୍ଗ୍ସ ଇଲେଭେନ ପଞ୍ଜାବ – କେଏଲ୍‌ ରାହୁଲ

Comment