ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଟିଜିଟି ଏବଂ କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୭ରେ ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ

  • ଟିଜିଟି- ଇଂରାଜୀ, ଏସ୍‌ଏସ୍‌ଟି, ସାଇନ୍ସ, ସଂସ୍କୃତ
  • ପିଆର୍‌ଟି
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର

 

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୭ ସକାଳ ୮ଟା (ସକାଳ ୮ରୁ ୧୦ ଯାଏଁ ରେଜିଷ୍ଟ୍ରେସନ୍‌ କରପାରିବେ)

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟସ୍‌ ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: କେନ୍ଦ୍ରୀୟ ବିଦ୍ୟାଳୟ ଜଗତସିଂହପୁର, ଏଟ୍‌- ତାରିକୁଣ୍ଡ ହାଇ ସ୍କୁଲ, ପୋ- ତାରିକୁଣ୍ଡ, ଜିଲ୍ଲା- ଜଗତସିଂହପୁର-୭୫୪୧୦୨

ଯୋଗାଯୋଗ ପାଇଁ-

  • ଫୋନ୍‌ ନମ୍ବର- 06724-263633
  • ଓ୍ଵେବ୍‌ସାଇଟ୍‌– jagatsinghpur.kvs.ac.in

Comment