ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରୁ ଏନେଇ ସୂଚନା ଦିଆଯାଇଛି।

ବର୍ତ୍ତମାନ ପରିବହନ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟ ସରକାର ରାଜ୍ୟପାଳଙ୍କ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି।

ସେହିପରି ବର୍ତ୍ତମାନ ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢ଼ୀଙ୍କୁ ଚକବନ୍ଦୀ କମିସନର ଭାବେ ନିଯୁକ୍ତ କରାଯାଇଛି।

Comment