ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀ(VSSUT)ରେ ନିଯୁକ୍ତି ସୁଯୋଗ। ସମୁଦାୟ ୧୨ ପଦବୀରେ ୩୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୩ ତାରିଖ। ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ।

ପଦବୀ:

  • ଜୁନିୟର ଇନ୍‌ଷ୍ଟ୍ରକ୍‌ଟର୍‌ – ୬ଟି ପଦବୀ
  • ସିଷ୍ଟମ୍‌ ଅପରେଟର୍‌ – ଗୋଟିଏ ପଦବୀ
  • ଡେମୋନ୍‌ଷ୍ଟ୍ରେଟର୍‌ – ୨ଟି ପଦବୀ
  • ମେକାନିକାଲ ଗ୍ରୁପ୍‌ III – ୪ଟି ପଦବୀ
  • ସିଭିଲ୍‌ ମେଣ୍ଟେନାନ୍‌ସ୍‌ (ପ୍ଲମ୍ବର ମେକାନିକ୍‌) – ଗୋଟିଏ ପଦବୀ
  • କାର୍‌ପେଣ୍ଟର୍‌- ଗୋଟିଏ ପଦବୀ
  • ଷ୍ଟୋର୍‌ କିପର- ଗୋଟିଏ ପଦବୀ
  • ଜୁନିୟର୍‌ ଷ୍ଟେନୋଗ୍ରାଫର୍‌- ୨ଟି ପଦବୀ
  • ଜୁନିୟର୍‌ ଆସିଷ୍ଟାଣ୍ଟ- ୭ଟି ପଦବୀ
  • ଟାଇପିଷ୍ଟ- ଗୋଟିଏ ପଦବୀ
  • ଓ୍ଵାର୍କ ସରକାର- ଗୋଟିଏ ପଦବୀ
  • ପିଅନ୍‌- ୬ଟି ପଦବା

ବୟସ ସୀମା:

୨୦୨୦ ମାର୍ଚ୍ଚ ୧୩ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ ହୋଇଥିବ।

ଏସ୍‌ସି/ଏସ୍‌ଟି/ଏସ୍‌ସିବିସି/ମହିଳା ମାନଙ୍କ ପାଇଁ ୫ ବର୍ଷ ଏବଂ ଭିନ୍ନକ୍ଷମ/ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ୧୦ ବର୍ଷ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ବାୟୋଡାଟା ସହ ସମସ୍ତ ଆବଶ୍ୟକୀୟ କାଗଜପତ୍ରକୁ ଡାକ ମାଧ୍ୟମରେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇଦିଅନ୍ତୁ।

ଠିକଣା: ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀ, ପୋ- ଇଞ୍ଜନିୟରିଂ କଲେଜ୍‌ ବୁର୍ଲା, ଜିଲ୍ଲା- ସମ୍ବଲପୁର, ଓଡ଼ିଶା-୭୬୮୦୧୮

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ www.vssut.ac.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Source: (www.chakiri.plus)

Comment