ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ନୋଭେଲ କରୋନା ଭାଇରସ୍ ହେଉଛି ଏକ ନୂଆ ଭାଇରସ୍ ଯାହା ପୂର୍ବରୁ ଚିହ୍ନଟ ହୋଇନଥିଲା। ଏହାର ପ୍ରଭାବରେ ଥଣ୍ଡା ଜ୍ୱର ଏବଂ ଅତିରିକ୍ତ ହେଲେ ନିମୋନିଆ ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହା ଖୁବଶୀଘ୍ର ବ୍ୟାପୁଥିବାରୁ ଏହାକୁ ନୋଭେଲ କରୋନା ଭାଇରସ ବୋଲି କୁହାଯାଉଛି। ସାଧାରଣ ଭାବେ ଏଥିର ମୃତ୍ୟୁ ସଂଖ୍ୟା କମ୍‌ ରହିଥିଲେ ମଧ୍ୟ ସ୍ଥଳ ବିଶେଷରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇପାରେ।

Comment