ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ପୂର୍ବତଟ ରେଳବାଇ, ସମ୍ବଲପୁରରେ ସମୁଦାୟ ୩୬ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଇ ମେଲ୍ ମାଧ୍ୟମରେ ଆବେଦନ କରିପାରିବେ।
ଯୋଗ୍ୟତା:
ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ। ଗୋଟିଏ ବର୍ଷର ଇଣ୍ଟଣ୍ଣର୍ସିପ୍ ପରେ ଭାରତର ଯେକୌଣସି ଷ୍ଟେଟ୍ ମେଡିକାଲ କାଉନସିଲରୁ ରେଡିଷ୍ଟ୍ରେସନ୍ ସାର୍ଟିଫିକେସ୍ ହାସଲ କରିଥିବେ।
ବୟସ– ୨୦୨୦ ଏପ୍ରିଲ୍ ୧୦ ତାରିଖ ସୁଦ୍ଧା ଅତିବେଶୀରେ ୫୩ ବର୍ଷ। ଏସସି, ଏସଟିଙ୍କ ପାଇଁ ୫ ବର୍ଷ ବୟସ ସୀମା କୋହଳ କରାଯାଇଛି। ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବୟସ ସୀମା ୬୫ ବର୍ଷ।
ଦରମା– ୭୫୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ବ୍ୟକ୍ତି ନିଜର ଆବେଦନପତ୍ର, ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟର ସ୍କାନ କପି ଇ ମେଲ୍ ଜରିଆରେ ପଠାଇପାରିବେ।
ଇ ମେଲ୍– cms_sbp@sbp.railnet.gov.in
ଅଧିକ ସୂଚନା ପାଇଁ eastcoastrail.indianrailways.gov.in ରେ ଲଗ୍ଇନ୍ କରନ୍ତୁ।
Source: www.chakiri.plus