ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସହ ବିଶ୍ୱ ଓ ଦେଶର କରୋନା ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା

  •  ଗୋଟିଏ ଦିନରେ ଚିହ୍ନଟ ହେଲେ ୮ ଜଣ କରୋନା ପଜିଟିଭ୍।
  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି।
  • ବାଲେଶ୍ୱରରେ ୬, କୋରାପୁଟରେ ଜଣେ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ।
  • ବାଲେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬କୁ ବୃଦ୍ଧି।
  • ଯାଜପୁରରେ କରୋନା ପଜିଟିଭ୍ ସଂଖ୍ୟା ୧୯ରେ ପହଞ୍ଚିଲା।
  • ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫,୧୦୩ ନମୁନା ପରୀକ୍ଷଣ ହୋଇଛି।
  • ରାଜ୍ୟରେ ଏବେ ୩୭ ଜଣ ସୁସ୍ଥ, ୭୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ।

ବିଶ୍ୱ ଓ ଦେଶରେ କରୋନା

  • ଦେଶରେ ବର୍ତ୍ତମାନ ସୁଦ୍ଧା ୬,୬୫,୮୧୯ ନମୁନା ପରୀକ୍ଷା ହୋଇଛି।
  • ଦେଶରେ ୨୭,୮୯୨ କରୋନା ପଜିଟିଭ୍ ଚିହ୍ନଟ।
  • ୬୧୮୪ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇସାରିଲେଣି।
  • ଦେଶରେ ବର୍ତ୍ତମାନ ସୁଦ୍ଧା ୮୭୨ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।
  • ଦେଶରେ ଏବେ ବି ୨୦,୮୩୫ ସକ୍ରିୟ କରୋନା ଆକ୍ରାନ୍ତ।
  • ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱର ୩୦,୦୬,୨୩୨ ଜଣ ଲୋକ କରୋନା ପଜିଟିଭ୍।
  • ବିଶ୍ୱରେ ୨,୦୭,୨୬୫ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।

Comment