ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀସ୍ଥିତ ନାସନାଲ୍ ଇନଫରମେଟିକ୍ସ ସେଣ୍ଟରରେ ସାଇଣ୍ଟିଷ୍ଟ-ବି ଓ ସାଇଣ୍ଟିଫିକ୍/ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥି୍ଲା। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହାର ଶେଷ ତାରିଖ ଏପ୍ରିଲ୍ ୩୦ ଥିଲା।

ସାଇଣ୍ଟିଷ୍ଟ-ବି:

  • ପଦବୀ ସଂଖ୍ୟା- ୨୮୮
  • ଯୋଗ୍ୟତା- ବି.ଇ/ବି.ଟେକ୍/DOEACC ବି ଲେଭେଲ୍/ଏ.ଏମ୍.ଆଇ.ଇ/ଜି.ଆଇ.ଇ.ଟି.ଇ/ଏମ୍.ଏସ୍.ସି/ଏମ୍.ସି.ଏ/ଏମ୍.ଇ/ଏମ୍.ଟେକ୍/ଏମ୍.ଫିଲ୍ (ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମୁନିକେସନ୍, କମ୍ପ୍ୟୁଟର ସାଇନ୍ସ, କମୁନିକେସନ୍, କମ୍ପ୍ୟୁଟର ଆଣ୍ଡ୍ ନେଟ୍ଓ୍ୱାର୍କିଂ ସିକ୍ୟୁରିଟି, କମ୍ପ୍ୟୁଟର ଆପ୍ଲିକେସନ୍, ସଫ୍ଟ ଓ୍ୱେୟାର ସିଷ୍ଟମ ଇତ୍ୟାଦି)

ସାଇଣ୍ଟିଫିକ୍/ଟେକ୍ନିକାଲ ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା- ୨୦୭
  • ଯୋଗ୍ୟତା- ବି.ଇ/ବି.ଟେକ୍/ ଏମ୍.ଏସ୍.ସି/ଏମ୍.ସି.ଏ/ ଏମ୍.ଏସ୍ (ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମୁନିକେସନ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଟେଲିକମୁକେସନ୍, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆଣ୍ଡ୍ ନେଟ୍ଓ୍ୱାର୍କିଂ ସିକ୍ୟୁରିଟି ଇତ୍ୟାଦି)

 

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିପାରିବେ।

ଆବେଦନ ପାଇଁ – କ୍ଲିକ୍ କରନ୍ତୁ

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ calicut.nielit.inରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment