ଓଡ଼ିଶାଲାଇଭ୍ ବ୍ୟୁରୋ

ucil logo

ୟୁରାନିୟମ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UCIL) ଅଧୀନରେ ଗ୍ରାଜୁଏଟ୍ ଅପରେସନାଲ ଟ୍ରେନି, ମାଇନିଂ ମେଟ୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ ମାସ ୨୨ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ତାରିଖ ଜୁନ୍ ୨୨ ଥିଲା।

ପଦବୀ

  • ଗ୍ରାଜୁଏଟ୍ ଅପରେସନାଲ୍ ଟ୍ରେନି (କେମିକାଲ) – ୪ଟି ପଦବୀ
  • ମାଇନିଂ ମେଟ୍-ସି- ୫୨ ଟି ପଦବୀ
  • ବଏଲର୍ କମ୍ କମ୍ପ୍ରେସର୍ ଆଟେଣ୍ଡାଣ୍ଟ୍-ଏ- ୩ଟି ପଦବୀ

CGU new

  • ଓ୍ୱାଇଣ୍ଡିଂ ଇଞ୍ଜିନ ଡ୍ରାଇଭର୍-ବି- ୧୪ଟି ପଦବୀ
  • ବ୍ଲାଷ୍ଟର-ବି- ୪ଟି ପଦବୀ
  • ଆପ୍ରେଣ୍ଟିସ୍ (ମାଇନିଂ ମେଟ୍)- ୫୩ଟି ପଦବୀ
  • ଆପ୍ରେଣ୍ଟିସ୍ (ଲାବୋରେଟାରୀ ଆସିଷ୍ଟାଣ୍ଟ)- ୬ଟି ପଦବୀ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

  • ଅନଲାଇନ ଆବେଦନ କରିବାରେ ଯଦି କୌଣସି ଅସୁବିଧାର ସମ୍ମୁଖିନ ହୁଅନ୍ତି ତେବେ 022-61306250 ନମ୍ବର କିମ୍ବା ucilrect2020@gmail.com ଇମେଲ ସହ ଯୋଗାଯୋଗ କରନ୍ତୁ।
  • ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ucil.gov.in ରେ କ୍ଲିକ୍ କରନ୍ତୁ

Comment