ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona death

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧୪ରେ ପହଚିଁଲାଣି। ୬ ଜଣ ମୃତକଙ୍କ ମଧ୍ୟରୁ ୫ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର।

ଗଞ୍ଜାମର ପାଞ୍ଚ ମୃତକଙ୍କ ମଧ୍ୟରେ ରହିଛନ୍ତି ୪୧,୬୩,୬୯,୫୭ ବର୍ଷର ବ୍ୟକ୍ତି ଏବଂ ଜଣେ ୫୧ ବର୍ଷିୟ ମହିଳା। ଖୋର୍ଦ୍ଧାରେ ଜଣେ ୮୭ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏହାସହ ଗଞ୍ଜାମ ଏବଂ ଖୋର୍ଦ୍ଧାରେ ମୋଟ କରୋନା ମୃତ୍ୟୁସଂଖ୍ୟା ଯଥାକ୍ରମେ ୬୭ ଏବଂ ୧୫ ଛୁଇଁଚି।CGU new

ଅନ୍ୟପକ୍ଷରେ ଆଜି ରାଜ୍ୟରେ ସର୍ବାଧିକ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯ ରେ ପହଁଚିଛି।

Comment