ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନାରୁ ସୁସ୍ଥ ହୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। କାମରେ ଯୋଗ ଦେବା ପରେ କର୍ମଚାରୀଙ୍କ ତରଫରୁ ତାଙ୍କୁ ଫୁଲା ତୋଡ଼ା ଦିଆଯାଇ ସ୍ୱାଗତ କରାଯାଇଛି।BGU

ଗତ ଅଗଷ୍ଟ ୬ ତାରିଖରୁ ଅଜୟ କରୋନା ଆକ୍ରାନ୍ତ ହୋଇଥିଲେ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଥିଲେ।  କୋଭିଡ ପଜିଟିଭ ବୋଲି ଚିହ୍ନଟ ହେବା ପରେ ସେ ଚିକିତ୍ସିତ ହେଉଥିଲେ। ଏବେ ସେ ସମ୍ପୂର୍ଣ୍ର କରୋନା ମୁକ୍ତ ହୋଇ ସାରିଥିବାରୁ ଡ୍ୟୁଟିରେ ଯୋଗ ଦେଇଛନ୍ତି।

Comment