ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ୍ ଅରଗାନାଇଜେସନ୍(DRDO) ଅଧୀନରେ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ ରିସର୍ଚ ଲାବୋରେଟୋରୀ(DERL)ରେ ରିସର୍ଚ ଏବଂ ଜୁନିଅର ରିସର୍ଚ ଫେଲୋ(JRF) ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଅନଲାଇନ୍ ମାଧ୍ୟମରେ କରିପାରିବେ ଆବେଦନ।

ପଦବୀ ସଂଖ୍ୟା – ୧୦

Electronics and Communication Engineering ବିଭାଗରେ – ୭ ପଦବୀ

Mechanical Engineering ବିଭାଗରେ – ୩ ପଦବୀ

ଚାକିରି ଅବଧି – ୨ ବର୍ଷ

ବେତନ – ୩୧,୦୦୦(ମାସିକ)BGUସ୍ଥାନ – ହାଇଦ୍ରାବାଦ୍

ଆବେଦନ ଅବଧି – ୩୦ ସେପ୍ଟେମ୍ଵର ୨୦୨୦

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ B.E/B.Techରେ ଫାଷ୍ଟ ଡିଭିଜନ୍‌ରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ।
  • NET କିମ୍ଵା GATE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।

ଅଥବା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଉଭୟ M.E/M.Techରେ ଫାଷ୍ଟ ଡିଭିଜନରେ ବ୍ୟାଚେଲର ଏବଂ ଫୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା – ୨୮ ବର୍ଷ (SC/ST ଏବଂ OBC ବର୍ଗର ଆବେଦନକାରୀମାନଙ୍କ ପାଇଁ ବୟସସୀମାକୁ ଯଥାକ୍ରମେ ୫ ବର୍ଷ ଏବଂ ୩ ବର୍ଷ ରିହାତି ଦିଆଯିବ)

ଅଧିକ ଜାଣିବାପାଇଁ କ୍ଲିକ୍ କରନ୍ତୁ।

Comment