ଓଡ଼ିଶାଲାଇଭ୍ ବ୍ୟୁରୋ

ଶିବସେନା ସାଂସଦ ସଞ୍ଜୟ ରାଉତ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧରେ ଏପର୍ଯ୍ୟନ୍ତ ଚୁପ ଥିବା ବଲିଉଡ ଗାୟିକା ସୋନା ମହାପାତ୍ର ପାଟି ଖୋଲିଛନ୍ତି। କଙ୍ଗନାଙ୍କୁ ମୋର କୌଣସି ସାହାଯ୍ୟ ଦରକାର ପଡ଼ିବ ନାହିଁ, କାରଣ ଏହି ଧମକକୁ ସାମ୍ନା କରିବା ପାଇଁ ସେ ଖୁବ ପାରଙ୍ଗମ ବୋଲି ସୋନା କହିଛନ୍ତି।

ସୋନାଙ୍କ ଫଲୋଅରମାନେ ଏହି ମାମଲାରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲେ। ତା’ର ଜବାବରେ ଟୁଇଟ କରି ସୋନା କଙ୍ଗନାଙ୍କ ସାହସ କଥା କହିଛନ୍ତି।BGUଉଲ୍ଲେଖଯୋଗ୍ୟ ଯେ, କଙ୍ଗନାଙ୍କୁ ଜଣେ ହାରାମଖୋର ଲଡ୍‌କି ବୋଲି କହିବା ସହ ତାଙ୍କୁ ଦାଉଦ ଇବ୍ରାହିମଙ୍କ ସହ ସଞ୍ଜୟ ରାଉତ ତୁଳନା କରିଥିଲେ।

LEAVE A REPLY

Please enter your comment!
Please enter your name here