ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_5ମୃତ୍ତିକା ସଂରକ୍ଷଣ ଏବଂ ଜଳାଶୟ ବିକାଶ ନିର୍ଦ୍ଦେଶକଙ୍କ ଅଧୀନରେ ୨୦୧ଟି ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ଵର ୧୫ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରନ୍ତୁ।

ପଦବୀ ନାମ – ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ

ପଦବୀ ସଂଖ୍ୟା 

  • ଏସସି – ୩୧ଟି
  • ଏସଟି – ୪୧ଟି
  • ଏସସିବିସି – ୩୬ଚି
  • ଅଣସଂରକ୍ଷିତ – ୯୩ଟି
  • ମୋଟ୍ – ୨୦୧ଟି

ସ୍ଥାନ – ଭୁବନେଶ୍ଵର

ଆବେଦନ ପାଇଁ ଶେଷ ତାରିଖ -୧୫ ସେପ୍ଟେମ୍ଵର ୨୦୨୦

ବୟସ ସୀମା

  • ସର୍ବନିମ୍ନ ୨୧ ବର୍ଷ
  • ସର୍ବାଧିକ ୩୨ ବର୍ଷ

ବେତନ – ୯,୦୦୦ ଟଙ୍କା(ମାସିକ)

ଶିକ୍ଷାଗତ ଯୋଗ୍ୟତା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଯୁକ୍ତ ଦୁଇ ବିଜ୍ଞାନ କିମ୍ଵା ଧନ୍ଦାମୂଳକ ଶିକ୍ଷା(କ୍ରପ୍ ପ୍ରଡକ୍‌ସନ କିମ୍ଵା ହର୍ଟି କଲଚର୍ କିମ୍ଵା ପିଡିଏଫଏମ) ପାସ୍ କରିଥିବା ଆବଶ୍ୟକ।
ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ
ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ

Comment