ଓଡ଼ିଶାଲାଇଭ୍ ବ୍ୟୁରୋ

ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ଜୟପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଦ୍ମିନୀଙ୍କ ସ୍ଵାମୀ ସଦାଶିବ ଦିଆନ ମଧ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ନେଇ ସୂଚନା ମିଳିଛି।

ଗତ ସେପ୍ଟେମ୍ବର ୩ ତାରିଖରେ ଉଭୟ ଦମ୍ପତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ସେମାନେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଥିଲେ। ସେତେବେଳେ ପଦ୍ମିନୀ ସୁସ୍ଥ ଥିବା କହିଥିଲେ।BGUପଦ୍ମିନୀଙ୍କ ସମେତ ରାଜ୍ୟର ବହୁ ରାଜନେତା କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଗତକାଲି ଖାଦ୍ୟଯୋଗାଣ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ରେ ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here