ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ପଞ୍ଚାୟତିରାଜ ଇଂଜିନିୟରିଂ ସେବାରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ଵର ୨୫ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ – ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର

ପଦବୀ ସଂଖ୍ୟା – ୨୧୦

ଆବେଦନର ଶେଷ ତାରିଖ – ୨୫ ସେପ୍ଟେମ୍ଵର ୨୦୨୦

ଆବେଦନ ପାଇଁ ବୟସ ସୀମା –

  • ସର୍ବନିମ୍ନ ୨୧ ବର୍ଷ
  • ସର୍ବାଧିକ ୩୨ ବର୍ଷ

BGUଆବେଦନ ଫି – ୫୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା – ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ କ୍ଲିକ୍ କରନ୍ତୁ

Comment