ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩,୨୩୫ ପଜିଟିଭ୍
- ୧,୯୧୫ ଜଣ କ୍ଵାରେଣ୍ଟାଇନ୍ରୁ ଓ ୧,୩୨୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି
ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଉ ୩,୨୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧,୯୧୫ ଜଣ କ୍ଵାରେଣ୍ଟାଇନ୍ରୁ ଓ ୧,୩୨୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 27th September
New Positive Cases: 3235
In quarantine: 1915
Local contacts: 1320(Details of local contacts will be shared by concerned Dist Administration)
District Wise Cases
1. Angul: 179
2. Balasore: 100
3. Bargarh: 137
4. Bhadrak: 67
5. Balangir: 101— I & PR Department, Odisha (@IPR_Odisha) September 28, 2020
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୧୮ ଜଣ, ଅନୁଗୁଳରୁ ୧୭୯ ଜଣ, ଷ୍ଟେଟ୍ପୁଲ୍ରୁ ୧୪୮ ଜଣ, ବରଗଡ଼ରୁ ୧୩୭ ଜଣ, ନବରଙ୍ଗପୁରରୁ ୧୨୪ ଜଣ, ସମ୍ବଲପୁରରୁ ୧୨୦ ଜଣ, ମୟୂରଭଞ୍ଜରୁ ୧୧୮ ଜଣ, ଯାଜପୁରରୁ ୧୧୦ ଜଣ, ନୂଆପଡ଼ାରୁ ୧୦୬ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, ରାୟଗଡ଼ା, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୦୧ ଜଣ ଲେଖାଏଁ ଓ ବାଲେଶ୍ଵରରୁ ୧୦୦ ଜଣ ପଜିଟିଭ୍ ଅଛନ୍ତି।
22. Mayurbhanj: 118
23. Nawrangpur: 124
24. Nayagarh: 43
25. Nuapada: 106
26. Puri: 79
27. Rayagada: 101
28. Sambalpur: 120
29. Sonepur: 65
30. Sundargarh: 101
31. State Pool: 148New Recovery: 3378
Cumulative Tested: 3159400
Positive: 212609
Recovered: 173571
Active Case: 38172— I & PR Department, Odisha (@IPR_Odisha) September 28, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୭୩,୫୭୧ ଜଣ ସୁସ୍ଥ ହୋଇଥିବା ବେଳେ ୩୮,୧୭୨ ଜଣ ଚିକିତ୍ସାଧୀନ ଅଛନ୍ତି।![]()














