ଓଡ଼ିଶାଲାଇଭ୍ ବ୍ୟୁରୋ

odisha police 1 ଓଡ଼ିଶା ପୋଲିସରେ ମୋଟ୍ ୧୧୯ଟି ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ଚୁକ୍ତିଭିତ୍ତିକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍ଆଇ, ଡେପୁଟି ସୁବେଦାର, ସରଜେଣ୍ଟ ବା ସମତୁଲ୍ୟ ଅବସର ପ୍ରାପ୍ତ ପୋଲିସ ଅଫିସର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଅଫିସର, ପୂର୍ବତନ ସୈନିକ ବ୍ୟକ୍ତିବିଶେଷମାନେ ଅକ୍ଟୋବର ୮ ତାରିଖ ସୁଦ୍ଧା କିମ୍ଵା ତା ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ –  ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ)

ମୋଟ୍ ପଦବୀ ସଂଖ୍ୟା – ୧୧୯

ବେତନ – ୧୭,୦୦୦ ଟଙ୍କା(ମାସିକ)ଯୋଗ୍ୟତା

  • ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ।
  • ପ୍ରାର୍ଥୀଙ୍କର ବୟସ ୬୨ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ।
  • ସେ ଓଡ଼ିଆ ଭାଷା କହିବା, ଲେଖିବା ଏବଂ ପଢ଼ିପାରୁଥିବା ଆବଶ୍ୟକ।
  • ପ୍ରାର୍ଥୀ ଜଣଙ୍କ ପୂର୍ବରୁ କୌଣସି ଫୌଜଦାରୀ ମୋକଦ୍ଦମାରେ ଦଣ୍ଡିତ ହୋଇନଥିବା ଆବଶ୍ୟକ।
  • ବିବାହିତ ହୋଇଥିଲେ ତାଙ୍କର ଏକାଧିକ ପତ୍ନୀ ନଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୮ ଅକ୍ଟୋବର ୨୦୨୦

ନିଯୁକ୍ତି ପରୀକ୍ଷା ସମୟ – ୧୫ ଅକ୍ଟୋବର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment